Kendujhar

ବନ୍ୟଜନ୍ତୁ ଆକ୍ରମଣରେ ଛଅ ବର୍ଷରେ ୧୦୬ ମୃତ

କେନ୍ଦୁଝର, ୨୦/୨ (ଇମିସ): କେନ୍ଦୁଝର ଜିଲ୍ଲାରେ ମଣିଷ ଓ ବନ୍ୟଜନ୍ତୁଙ୍କ ମଧ୍ୟରେ ସଂଘର୍ଷ କ୍ରମେ ବଢ଼ୁଥିବାରୁ ପରିସ୍ଥିତି ଚିନ୍ତାଜନକ ହୋଇପଡ଼ିଛି। ବିଶେଷକରି ଜଙ୍ଗଲ ସୀମାରେ ଅବସ୍ଥିତ ଗ୍ରାମଗୁଡ଼ିକର…