ଭୂମଧ୍ୟସାଗରୀୟ ରଣନୀତିରେ ଭାରତର ଭାଗୀଦାରି

ଭାରତ ଓ ଇଟାଲୀ ମଧ୍ୟରେ ସମ୍ପର୍କ ଏବେ ଏକ ନିର୍ଣ୍ଣାୟକ ମୋଡ଼ରେ
ପହଞ୍ଚିଛି ଗତ କିଛି ବର୍ଷ ମଧ୍ୟରେ ଦୁଇ ଦେଶ ମଧ୍ଯରେ ସମ୍ପର୍କ
ଅଭୂତପୂର୍ବ ଗତିରେ ବିସ୍ତାରିତ ହୋଇଛି। ଏହି ସମ୍ପର୍କ କେବଳ ଏକ
ସୌହାର୍ଦ୍ଯଯପୂର୍ଣ୍ଣ ବନ୍ଧୁତା ମଧ୍ଯରେ ସୀମିତ ହୋଇ ରହିନାହିଁ, ବରଂ
ଏହା ଏବେ ସ୍ବାଧୀନତା ଓ ଗଣତାନ୍ତ୍ରିକ ମୂଲ୍ୟବୋଧ ତଥା ଭବିଷ୍ୟତର
ସହଭାଗୀ ଦୃଷ୍ଟିକୋଣ ଉପରେ ଆଧାରିତ ଏକ ସ୍ଵତନ୍ତ୍ର ରଣନୀତିକ
ଭାଗୀଦାରିରେ ପରିବତ୍ତତ ହୋଇଛି।

ସମ୍ପତି ସମଗ୍ର ବିଶ୍ଵର ବ୍ୟବସ୍ତା ଏକ ବଡ଼ ପରିବର୍ତନ ଦେଇ ଗତି
କରୁଥିବା ସମୟରେ, ଭାରତ ଓ ଇଟାଲୀ ସମ୍ପର୍କ ଉଚ୍ଚ ରାଜନୈତିକ ଓ
ସଂସ୍ରାଗତ ସ୍ତରରେ କ୍ରମାଗତ ଆଲୋଚନା ଠାର ଆଗକୁ ବଢ଼ୁଛି | ଏହି
ସମ୍ପର୍କ ଏବେ ଏକ ନୂଆ ଓ ଅଧିକ ବ୍ୟାପକ ସ୍ତରରେ ପହଞ୍ଚିଛି ଏଥିରେ
ଦୁଇ ଦେଶର ଆଥିକ ଶକ୍ତି, ସାମାଜିକ ସୂଜନଶୀଳତା ଏବଂ ହଜାର
ହଜାର ବର୍ଷ ପରଣା ସଭ୍ୟତାଗତ ଏଡିହ୍ୟ ସାମିଲ ରହିଛି।

ଏକବିଂଶ ଶତାବ୍ଦୀରେ ନବସ୍‌ଜନ କ୍ଷମତା, ଶକ୍ତି ପରିବର୍ତନ
ପରିଚାଳନା ଏବଂ ରଣନୀତିକ ଆତ୍ନିର୍ଭରଶୀଳତାକୁ ମଜଭୂତ
କରିବା ଉପରେ ଦେଶର ସମୃଦ୍ଧି ଓ ସୁରକ୍ଷା ନିର୍ଭର କରିଥାଏ। ଆମ
ସହଯୋଗ ଏହି ସହଭାଗୀ ଦୃଷ୍ଟିକୋଣକୁ ଦର୍ଶାଇଥାଏ | ଏହି ଉବ୍ଦେଶ୍ଯ
ନେଇ ଆମେ ଆମ ଦ୍ଵିପାକ୍ଷିକ ସମ୍ପର୍କକୁ ଆହୁରି ଗଭୀର ତଥା ବିବିଧ
କରିବା ଲାଗି ସଂକଲ୍କ ନେଇଛୁ, ଯାହା ଫଳରେ ନୂଆ ଲକ୍ଷ୍ୟ ହାସଲ
କରାଯାଇପାରିବ ଏବଂ ଦୁଇ ଦେଶର ସହଯୋଗୀ ସାମର୍ଥ୍ୟକୁ ଉନ୍ନତ
ଢଇଂରେ ଉପଯୋଗ କରାଯାଇପାରିବ ଡିଜାଇନ୍‌ କ୍ଷମତା, ଉନ୍ନତ
ଉତ୍ପାଦନ କୌଶଳ ଏବଂ ବିଶୂସ୍ତରୀୟ ସୂପର କମ୍ପ୍ୟୁଟର୍‌ ପ୍ରଯୁକ୍ତିବିଦ୍ୟା
ଇଟାଲୀକୁ ଏକ ଶିଳ୍କ୍‌ ମହାଶକ୍ତିରେ ପରିଣତ କରିଛି । ଆମେ ଏହାକୁ
ଭାରତର ଦ୍ରୁତ ଆର୍ଥିକ ଅଭିବୃଦ୍ଧି, ଇଞ୍ଜିନିୟରିଂ ପ୍ରତିଭା, ବ୍ୟାପକ
କ୍ଷମତା, ନବସ୍ଜନ ଏବଂ ୧୦୦ରୁ ଅଧିକ ୟୁନିକର୍ଣ୍ଣ ତଥା ୨ ଲକ୍ଷ
ଷ୍ଟାର୍ଟଅପ୍‌ ଆଧାରିତ ଉଦ୍ୟୋଗ ଇକୋସିଷ୍ଟମ ସହ ଯୋଡ଼ି ଏକ
ଶକ୍ତିଶାଳୀ ସନ୍ତୁଳନ ସୃଷ୍ଟି କରିବାକୁ ଚାହୁଁଛୁ। ଏହା କେବଳ ଏକ
ସାଧାରଣ ସମନ୍ଵୟ ନୁହେଁ, ବରଂ ସହଭାଗୀ ମୂଲ୍ୟ ସୃଷ୍ଟି ଯେଉଁଥିରେ
ଆମ ଦଇ ଦେଶର ଶିଳ୍ଟ ସାମର୍ଥ୍ୟ ପରସ୍ପରକୁ ଅଧିକ ସ୍ଦ୍‌ଢ଼ କରିବ।

Leave a Reply

Your email address will not be published. Required fields are marked *