ତିରୂଅନନ୍ତପୂରମ୍ୱ୧୮/୫: କେରଳ ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହେବାର ଦୁଇ ସପ୍ତାହ ପରେ, ୟୁଡିଏଫ୍ ସରକାର ଗଠନ ହୋଇଛି। ଭିଡି ସତୀଶନ କେରଳର ନୂତନ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ରାଜ୍ଯପାଳ ରାଜେନ୍ଦ୍ର ବିଶ୍ଵନାଥ ଆର୍ଲେକର ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତା କଂଗ୍ରେସ ନେତୃତ୍ବାଧୀନ ୟୁଡିଏଫ୍ ସରକାରଙ୍କ ଶପଥ ଗ୍ରହଣ ସମାରୋହ ତିରୁଅନନ୍ତପୁରମ୍ର ସେଣ୍ଟାଲ ଷ୍ଟାଡିୟମ୍ରେ ଅନୁଷ୍ଠିତ ହୋଇଛି ସତୀଶନଙ୍କଂ ସହିତ ଅନ୍ୟ ୨୦ ଜଣ ବିଧାୟକ ମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି। ସେମାନଙ୍କ ମଧ୍ୟରେ ଇଣ୍ଡିଆନ୍ ୟୁନିଅନ୍ ମୁସଲିମ୍ ଲିଗ୍ (ଆଇୟୁଏମ୍ଏଲ୍)ର ପାଞ୍ଚ ଜଣ ବିଧାୟକ ଅଛନ୍ତି ଏଥର କେରଳର ନୂତନ ସରକାରରେ ୧୪ ଜଣ ନୂତନ ମୁହୁଁଙ୍କୁ ସାମିଲ କରାଯାଇଛି।
ଏଥିରେ ୨ ଜଣ ମହିଳା ଓ ଏସ୍ଟି ବର୍ଗର ୨ ଜଣ ମନ୍ତ୍ରୀ ଅନ୍ତର୍ଭୂକ୍ର। କଂଗ୍ରେସର ୬୩ ଜଣ ବିଧାୟକଙ୍କ ମଧ୍ଯରୁ ୧୨ ଜଣଙ୍କୁ କ୍ଯାବିନେଟ୍ରେ ସାମିଲ କରାଯାଇଛି ତିରୂ୍ଭାଞ୍ଚର ରାଧାକୃଷ୍ଠନ ବିଧାନସଭାର ବାଚସ୍ପତି ଏବଂ ଶାନିମୋଲ ଉସମାନ ଉପବାଚସ୍ପତି ଭାବରେ କାର୍ଯ୍ୟ କରିବୋ କେରଳର ନୂତନ ସରକାରକବ୍କଂ ଶପଥ ଗ୍ରହଣ ଉତ୍ସବରେ ବରିଷ୍ଟ କଂଗ୍ରେସ ନେତାମାନେ ଉପସ୍ଥିତ ଥିଲୋ। କଂଗ୍ରେସ ରାଷ୍ଟ୍ରୀୟ ଅଧ୍ଯକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ। ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ତେଲେଙ୍ଗୀନା ମୁଖ୍ୟମନ୍ତ୍ରୀ ରେବନ୍ତ ରେତ୍ତୀ, କଂଗ୍ରେସ ସାଂସଦ କେସି ବେଣୁଗୋପାଳ, କଂଗ୍ରେସ ନେତା ଦୀପା ଦାସମୁନଶୀ ଓ ଭୂପେଶ ବାଘେଲଙ୍କ ସମେତ ବହୁ ନେତା ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇଥିଲୋ କିନ୍ଧୁ ଏହି ଶପଥ ଗ୍ରହଣ ଉତ୍ସବରେ ବରିଷ୍ଠ କଂଗ୍ରେସ ନେତା ଶଶୀ ଥରୁର ଅନୁପସ୍ଥିତ ଥିବା ଦେଖିବାକୁ ମିଳିଥିଲା।
କେରଳ ମୂଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସତୀଶନ
